ମାଳକେଳି Māḻa keḻi

  • ପ୍ରାଦେ. (ଗଡ଼ଜାତ) ବି — ପିଲାମାନେ ପରସ୍ପରର ହାତ ଧରାଧରି ହୋଇ ମାଳାକାରରେ ଠିଆ ହୋଇ ଖେଳିବାର ଖେଳ — A play of children by holding one another's hands and forming a circle thereby