ମାଳ ମାଳ Māḻa Māḻa
- ଦେ. ବିଣ — ଅସଂଖ୍ୟ — Numerous
- ଦେ. ବିଣ — (ଉ—ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମକୂପେ ବିରାଜଇ। ଜଗନ୍ନାଥ, ଭାଗବତ।)
- ଦେ. କ୍ରି. ବିଣ — ବହୁ ସଂଖ୍ୟାରେ — In herds
- ଦେ. କ୍ରି. ବିଣ — ପଞ୍ଝା ପଞ୍ଝା ହୋଇ — In groups or packs
- ଦେ. କ୍ରି. ବିଣ — (ଉ—ମାଳେ ମାଳେ ଉଭା ହୋଇ ବିଶାଳ ପ୍ରାନ୍ତରେ। ରାଧାନାଥ. ମହାଯାତ୍ରା।)