ମାଳ ବେହୀ Māḻa behī

  • ପ୍ରାଦେ. (ଗଡ଼ଜାତ) ବି. ସ୍ତ୍ରୀ — ରାଜାମାନଙ୍କ ରକ୍ଷିତା ସ୍ତ୍ରୀ ବିଶେଷ — A class of concubines of Rajas
  • ପ୍ରାଦେ. (ଗଡ଼ଜାତ) ବି. ସ୍ତ୍ରୀ — [ଦ୍ର—ରାଜା ଏହାଙ୍କୁ ଗୋଟିଏ ମାଳା ଦେଇ ରକ୍ଷିତା ସ୍ତ୍ରୀ ରୂପେ ବରଣ କରନ୍ତି।]