ମାଳକୁ ମାଳ Māḻaku māḻa

  • ଦେ. କ୍ରି. ବିଣ — ଦଳ ଦଳ ହୋଇ — In bands; in troops
  • ଦେ. କ୍ରି. ବିଣ — [ନାଦି ବାଦ୍ୟକାରେ ସର୍ବାଗ୍ରେ ଚାଲନ୍ତି ମାଳକୁ ମାଳ। ରାଧାନାଥ. ଉଷା।]