ମାର୍ମିକ Mārmika

  • ସଂ. ବିଣ. ପୁଂ (ମର୍ମ+ଜାଣିବା ଅର୍ଥରେ ଇକ) — ମର୍ମଜ୍ଞ; କୌଣସି ବିଷୟର ତତ୍ତ୍ୱଜ୍ଞ — Fully conversant with; having a deep insight into