ମାର୍ବେଲ୍ Marbel

  • ବୈଦେ. ବି—(ଇଂ) — ଶଙ୍ଖମର୍ମର ପ୍ରସ୍ତର — Marble stone
  • ବୈଦେ. ବି—(ଇଂ) — କାଚର ବା ପଥରର କ୍ରୀଡ଼ନକ ଗୋଟାଳି — Marble (for playing with)
  • ବୈଦେ. ବି—(ଇଂ) — ବହି ଆଦିର ମଲାଟରେ ମଡ଼ାଯିବା ନାନାପ୍ରକାରର ରଙ୍ଗୀନ୍ କାଗଜ — Marble paper