ମାର୍ଶାଲ୍ ଲ Mārṡāl la
- ବୈଦେ. ବି (ଇଂ) — ଗୁରୁତର ଶାନ୍ତିଭଙ୍ଗ ହେବାରୁ ସମ୍ଭାବନା ଥିବା ସ୍ଥାନରେ ନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରାଜଦେଶରେ ଜାରିହେବା ବିଶିଷ୍ଟ ଆଇନ୍; ସାମରିକ ଆଇନ୍ — Martial law
- ବୈଦେ. ବି (ଇଂ) — [ଦ୍ର—ମାର୍ଶାଲ୍ ଲ ଜାରି ହେବା ସ୍ଥାନରେ ଓ ସମୟରେ ଦେଶପ୍ରଚଳିତ ସାଧାରଣ ଆଇନର ଚଳନ ସ୍ଥଗିତ ରହେ; ଏବଂ ସାମରିକ ଆଇନ୍ ଅନୁସାରେ ଅପରାଧିମାନଙ୍କର ସରାସରି ବିଚାର କରାଯାଏ ଓ ଅପରାଧ ରୋଧ କରିବା ପାଇଁ ସାମରିକ ବିଭାଗର କର୍ତ୍ତୃପକ୍ଷମାନଙ୍କଠାରେ ବିଶିଷ୍ଟ କ୍ଷମତା ଅର୍ପିତ ହୁଏ।]