ମାର୍ମୁସ୍କିଲ୍ Mā-muskil

  • ଦେ. ବିଣ — ଖୁବ୍ କ୍ରୋଧାନ୍ୱିତ ହୋଇ ମାରିବାକୁ ଉଦ୍ୟତ — About to beat in anger
  • ଦେ. ବିଣ — [ଉ—ତା କଥା ଶୁଣି ସେ ମାର୍ମୁସ୍କିଲ୍—କୁନ୍ତଳାକୁମାରୀ. ନଅତୁଣ୍ଡୀ।]