ମାରି Māri

  • ସଂ. ବି (ମୃ ଧାତୁ ଣିଚ୍ ମାରି ଧାତୁ+ଭାବ. ଇ) — ମାଡ଼କ; ସଂକ୍ରାମକ ରୋଗଜନିତ ଲୋକକ୍ଷୟ; ମହାମାରୀ — Plague; pestilence; a mortal epidemic