ମାରି ଆସିବା Māri āsibā
- ଦେ. କ୍ରି — କୌଣସି ଦେଶକୁ ବା ବ୍ଯକ୍ତିକୁ ଜୟ କରି ରଣସ୍ଥାନରୁ ଫେରିବା — To return after winning
- ଦେ. କ୍ରି — ଦେଶ ପର୍ଯ୍ଯଟନ ପୂର୍ବକ ସ୍ୱଗୃହକୁ ବାହୁଡ଼ି ଆସିବା — To return after a long journey
- ଦେ. କ୍ରି — କୌଣସି ମତେ ସମୟ ଯାପନ କରିବା — To spend time somehow