ମାରି ଖାଇବା Māri khāibā
- ଦେ. କ୍ରି. (ବ୍ୟଙ୍ଗାର୍ଥ) — ଅଶୋଭା ଦେଖାଯିବା — To look very odd
- ଦେ. କ୍ରି. (ବ୍ୟଙ୍ଗାର୍ଥ) — (ଉ— ଟାକୁଆ ଗାଲକୁ ବନ ହଳଦୀ ମାରି ଖାଉଅଛି ସିନା—ଢଗ।)
- ଦେ. କ୍ରି. (ବ୍ୟଙ୍ଗାର୍ଥ) — କୌଣସି ଜୀବକୁ ହତ୍ୟା କରି ତା ମାଂସକୁ ଖାଇବା — To kill an animal and eat its meat