ମାରା ଯିବା Mārā j̄ibā

  • ଦେ. କ୍ରି — ଅସ୍ପୃଶ୍ୟ ବା ଅପବିତ୍ର ବା ଦୂଷିତ ହେବା — To become polluted or untouchable
  • ଦେ. କ୍ରି — (ସମୟ ବା ଧନ) କ୍ଷତି ହେବା — (time or money) To be lost
  • ଦେ. କ୍ରି — (ବଙ୍ଗଳାରୁ ଅନୁକୃତ; ବଂ ମାରା ଯାଓୟା) ସ୍ୱାଭାବିକ କାରଣରୁ ମୃତ ହେବା — To die