ମାନିତ Mānita

  • ସଂ. ବିଣ (ମାନ ଧାତୁ+ ଣିଚ୍. କର୍ମ. ତ) — ପୂଜିତ — Worshipped
  • ସଂ. ବିଣ (ମାନ ଧାତୁ+ ଣିଚ୍. କର୍ମ. ତ) — ସମ୍ମାନିତ — Honoured; respected
  • ସଂ. ବିଣ (ମାନ ଧାତୁ+ ଣିଚ୍. କର୍ମ. ତ) — ସମ୍ମାନଯୋଗ୍ୟ — Respectable; esteemable
  • ସଂ. ବିଣ (ମାନ ଧାତୁ+ ଣିଚ୍. କର୍ମ. ତ) — [ଉ—ମାନିତ ସ୍ତିରୀକୁ ହରଇ ବଳେ ପଶି, ସେ ଦୋଷ କ୍ଷୟ ଯାଇ ହୋଇଲେ ତୀର୍ଥବାସୀ। ପୀତାମ୍ବର ନୃସିଂହ ପୁରାଣ।]
  • ଦେ. ବିଣ — (କଚିରିଆ) ମକଦ୍ଦମାର କୌଣସି ପକ୍ଷଦ୍ୱାରା ସ୍ୱୀକୃତ ବା କଚେରିରେ ଉପସ୍ଥିତ ହେବା ପାଇଁ ଉଲ୍ଲିଖିତ ସାକ୍ଷୀ ବା ମଧ୍ୟସ୍ଥ — (witness or umpire) Cited by a party
  • ଦେ. ବିଣ — (ଯଥା—ଉଭୟଙ୍କ ପକ୍ଷଙ୍କ ମାନିତ ପଞ୍ଚାଏତ୍)
  • 2 । ଅଭିମାନଯୁକ୍ତ; ଅଭିମାନୀ —2. Prone to take offence. [ଉ—X X ଦୁର୍ଜନମିତ; ରଙ୍କମାନିତ; ସଖୀ ଗୋ! ମନ୍ଦ ଏ। ଢଗ।]