ମାନି ଯିବା Māni j̄ibā

  • ଦେ. କ୍ରି — ଦୋଷ ଆଦି ସମ୍ପୂର୍ଣ୍ଣରୂପେ ସ୍ୱୀକାର କରିବା — To admit one's guilt; to confess unconditionally
  • ଦେ. କ୍ରି — ସମ୍ପୂର୍ଣ୍ଣ ରୂପେ ଆୟତ୍ତା— ଧୀନ ହେବା; ପୋଷ ମାନିବା — To come fully under a person's control; to be fully domesticated