ମାନି ବୃତ୍ତ Māni bṛutta
- ଦେ. ବି — ସ୍ୱେଚ୍ଛାପ୍ରଣୋଦିତ କର୍ମ — Voluntary act
- ଦେ. ବି — ଯେଉଁ ବ୍ଯବସାୟରେ ବା ଜୀବିକାରେ ଉଭୟ ପକ୍ଷଙ୍କ ରାଜିଦ୍ୱାରା କାରବାର ଚଳେ — A profession which depends upon the free will of both the parties
- ଦେ. ବି — [ଦ୍ର—ଜଗନ୍ନାଥଙ୍କ 'ପଣ୍ଡା' ବୃତ୍ତି ମାନି ବୃତ୍ତି ଅଟେ। ଏହାର ଅର୍ଥ ଏହି ଯେ, ଯାତ୍ରୀର ମନ ଯେଉଁ ପଣ୍ଡାଠାରେ ମାନେ ସେ ତାକୁ ପଣ୍ଡା ବୋଲି ସ୍ୱୀକାର କରେ।]