ମାନିନୀ Māninī
- ସଂ. ବିଣ. ସ୍ତ୍ରୀ (ମାନିନ୍+ସ୍ତ୍ରୀ. ଈ) — ଅଭିମାନବତୀ — Haughty or reserved (woman)
- ସଂ. ବିଣ. ସ୍ତ୍ରୀ (ମାନିନ୍+ସ୍ତ୍ରୀ. ଈ) — ସ୍ୱାମୀ ବା ପ୍ରେମିକଙ୍କ ପ୍ରତି ଅଭିମାନବତୀ — (a lady) Reserved or sullenly indignant towards her lover or husband; sullenly displeased with her sweetheart
- ବି — ପ୍ରିୟଙ୍ଗୁଲତା — Aglaia Roxburghiana
- ବି — ଅତିଶର୍କରୀ ନାମକ ଛନ୍ଦୋବିଶେଷ — Name of a Sanscrit meter