ମାନୁଷ ଲୋକ Mānusha loka

  • ସଂ. ବି — ଇହଲୋକ; ପୃଥିବୀ — The earth; the terrestrial world
  • ସଂ. ବି — [ଉ—ଏ ମାନୁଷ ଲୋକେ ତେବେ ଋଷି ଭଲେ, ଏ ମହାଭାରତ ପୁରାଣ ଖ୍ୟାତ କଲେ। କୃଷ୍ଣସିଂହ. ମହାଭାରତ. ଆଦି।]