ମାନଘ୍ନ Mānaghna
- ଦେ. ବିଣ. ପୁଂ — ଅଭିମାନନାଶକ — Dispelling conjugal sulks or discontent growing in the mind of a friend due to wounded desires or expectations
- ଦେ. ବିଣ. ପୁଂ — [ଉ—ବିଘ୍ନ ନାହିଁ ହନୁମାନ ଅନୁମାନ ମାନଘ୍ନ ହେବ ବୀକ୍ଷଣେ। ଭଞ୍ଜ. ବୈଦେହୀଶବିଳାସ।]
- ସଂ. ବିଣ — ସମ୍ମାନ ବିନାଶକ — Destructive of self-respect