ମାନଗଣ୍ଠି Mānagaṇṭhi
- ଦେ. ବି (ସଂ. ମାନ+ଗ୍ରନ୍ଥି, ରୂପକ) — ସ୍ତ୍ରୀର ଗୁରୁ ଅଭି— ମାନରୂପ ଦୂରପନେୟ ଗ୍ରନ୍ଥି — A woman's sullenness, when it is very hard to be overcome
- ଦେ. ବି (ସଂ. ମାନ+ଗ୍ରନ୍ଥି, ରୂପକ) — [ଉ—କର କରୁଣା ବୋଲି, ଯେତେ ଚାଟୁ ରଚିଲି, ତେବେ ତା ମାନଗଣ୍ଠି ନ ଫିଟିଲା ରେ। ସଙ୍ଗୀତ।]