ମାତଲାମି Mātalāmi

  • ଦେ. ବି (ବଙ୍ଗଳାରୁ ଅନୁକୃତ) — ମଦ ନିଶାରେ ଉନ୍ମତ୍ତତା; ମାତୁ — Intoxication
  • ଦେ. ବି (ବଙ୍ଗଳାରୁ ଅନୁକୃତ) — ମଦ୍ୟୋନ୍ମତ୍ତ ବ୍ଯକ୍ତିର ଆଚରଣ; ମଦୁଆପଣ — The conduct of an intoxicated person
  • ଦେ. ବି (ବଙ୍ଗଳାରୁ ଅନୁକୃତ) — ଉନ୍ମତ୍ତତା — Madness