ମାତରିଶ୍ୱା Mātariṡwā

  • ସଂ. ବି (ମାତରି=ଆକାଶରେ+ଶ୍ୱି ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ଅନ୍ ମାତରିଶ୍ୱନ୍ ଶବ୍ଦ; 1 ମା. 1 ବ) — ବାୟୁ; ପବନ — Wind; air
  • ସଂ. ବି (ମାତରି=ଆକାଶରେ+ଶ୍ୱି ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ଅନ୍ ମାତରିଶ୍ୱନ୍ ଶବ୍ଦ; 1 ମା. 1 ବ) — ଏକପ୍ରକାର ଅଗ୍ନି — A kind of fire