ମାତର Mātara

  • ଗ୍ରା. (ପଦ୍ଯ) ଅ—(ସଂ ମାତ୍ରଂ) — କିନ୍ତୁ; ମାତ୍ର — But
  • ଗ୍ରା. (ପଦ୍ଯ) ଅ—(ସଂ ମାତ୍ରଂ) — କେବଳ; ମାତ୍ର — Only
  • ଗ୍ରା. (ପଦ୍ଯ) ଅ—(ସଂ ମାତ୍ରଂ) — [ଉ— ବୋଲୁ ରାମ ପ୍ରତ୍ୟୁତ୍ତର, ରହିଲା ବୃକ୍ଷ ମାତର ହେଲା ପଲାଶ ହତ ସମୟେ ସେ । ଭଞ୍ଜ. ବୈଦେହୀଶବିଳାସ ।]