ମାତରି ପୁରୁଷ Mātari purusha

  • ସଂ. ବି. ପୁଂ (ସଂ ମାତରି+ପୁରୁଷ) — ଯେଉଁ ବ୍ଯକ୍ତି ଆପଣା ଘରେ ନିଜର ମାଆ ଓ ସ୍ତ୍ରୀ ଆଦିଙ୍କ ପାଖେ ବୀରତାର ଆସ୍ଫାଳନ କରେ, କିନ୍ତୁ ବାହାରେ କିଛି କରିପାରେ ନାହିଁ; ଗେହେସୂର (ହି.ଶ.) — A person who brags of his valour before the womenfolk of his house, but does nothing valorous outside; a cowardly boaster; a paltroon (Apte)