ମାତବ୍ୱରି Mātababbari

  • ବୈଦେ. ବି—(ଆ. ମାତ୍ବରୀ) — ଯାମିନ୍; ପ୍ରତି ଭୂତା — Security
  • ବୈଦେ. ବି—(ଆ. ମାତ୍ବରୀ) — ବ୍ଯବସାୟ କ୍ଷେତ୍ରରେ ଖାତିର — Credit in business
  • ବୈଦେ. ବି—(ଆ. ମାତ୍ବରୀ) — ବିଶ୍ୱାସ — Trust
  • ବୈଦେ. ବି—(ଆ. ମାତ୍ବରୀ) — ବିଶ୍ୱା- ସନୀୟତା — Trustworthiness