ମାତା ଠାକୁରାଣୀ Mātā ṭhākurāṇī

  • ଦେ. ବି — (ମାତାଙ୍କ ପ୍ରତି ସମ୍ମାନସୂଚକ ଶବ୍ଦ) ଦେବତାକଳ୍ପା ମାତା; ମାତୃ ଦେବୀ — (A word used in respect for mother), One's revered mother
  • ଦେ. ବି — (ଯଥା—ମାତା ଠାକୁରାଣୀଙ୍କୁ ଗୋପାଳର ନମସ୍କାର ।)