ମାଇତି Māiti

  • ପ୍ରାଦେ (ମେଦିନୀପୁର) ବି — ମାହିଷ୍ୟ ଓ କୈବର୍ତ୍ତଙ୍କ ବଂଶୋପାଧି ବିଶେଷ — A family title of Māhishyaj and fishermen in Midnapur
  • ପ୍ରାଦେ (ମେଦିନୀପୁର) ବି — [ଦ୍ର—ଚୈତନ୍ୟ ଚରିତାମୃତରେ 'ମହାନ୍ତି' ଅର୍ଥାତ୍ କରଣ ଜାତି ଅର୍ଥରେ 'ମାଇତି' ଶବ୍ଦ ବ୍ଯବହୃତ ହୋଇଅଛି।]