ମାଇଗୁଲିଆ Māiguliā

  • ଦେ. ବିଣ. ପୁଂ — ମାଇପି ବୋଲକରା; ଯେ ମାଇପର କଥାରେ ରହେ; ସ୍ତ୍ରୀବଶ; ସ୍ତ୍ରୀଚାଳିତ — Led by the nose by one's wife; hen-pecked
  • ଦେ. ବିଣ. ପୁଂ — ମାଇଚା — Having the characteristics and habits of a female