ମାଇଗାଣ୍ଡିଆ Māigāṇḍiā

  • ଦେ. ବିଣ. ପୁଂ (ଅଶ୍ଳୀଳ) — ମାଇଆ (ଦେଖ) — Māiā (See)
  • ଦେ. ବିଣ. ପୁଂ (ଅଶ୍ଳୀଳ) — ନାମର୍ଦା; ସ୍ତ୍ରୀଲୋକ ପରି ଭୀରୁ — Timid like a woman; effeminate
  • ଦେ. ବିଣ. ପୁଂ (ଅଶ୍ଳୀଳ) — ପୁଂସ୍ତ୍ୱହୀନ; ଅଣପୁରୁଷା — Impotent (male)