ମାଇନର୍ Māinar
- ବୈଦେ. ବି (ଇଂ) — ନାବାଲଗ ପିଲା — A minor boy or girl
- ବୈଦେ. ବି (ଇଂ) — ଗଭର୍ଣ୍ଣମେଣ୍ଟଙ୍କ ପ୍ରବର୍ତ୍ତିତ ପ୍ରାଥମିକ ଶିକ୍ଷାର ପରବର୍ତ୍ତୀମାନ; ମଧ୍ୟ— ଇଂରାଜି — Middle English or Minor standard of secondary education approved by the Education Department of the Government
- ବୈଦେ. ବି (ଇଂ) — [ଦ୍ର—ଉଚ୍ଚ ପ୍ରାଇମେରୀ ପରୀକ୍ଷାରେ ପାଶ୍ କରି ଯେଉଁମାନେ କେବଳ 'ମାତୃଭାଷା' ରେ ଉଚ୍ଚତର ଶିକ୍ଷା ପାଆନ୍ତି ସେମାନେ ଭର୍ଣ୍ଣାକୁଲର୍ — (Vernacular)ଓ ଯେଉଁମାନେ ତହିଁ ସଙ୍ଗେ ଇଂରାଜି ଶିକ୍ଷା କରନ୍ତି ସେମାନେ ମାଇନର୍(Minor or Middle English)ପଢ଼ନ୍ତି]