ମାଇନ Māina
- ଦେ. ବି (ସଂ. ମାନ୍ୟ) — ସ୍ତ୍ରୀମାନଙ୍କର ପୁରୁଷଙ୍କ ଆଗରେ ବା ସର୍ବସାଧାରଣରେ ବା ଗୁରୁଜନଙ୍କ ପ୍ରତି ସମ୍ମାନ ଦେଖାଇବା ଚିହ୍ନସ୍ୱରୂପ ସେମାନଙ୍କ ସାମନାକୁ ନ ଆସିବା; ସଂଭ୍ରମ; ମାନନା — Modesty shown by females in the public or in the society of males and before their elders; observance of purda by females
- ଦେ. ବି (ସଂ. ମାନ୍ୟ) — ମାନ୍ୟ; ମର୍ଯ୍ୟାଦା — Respect
- ଦେ. ବି (ସଂ. ମାନ୍ୟ) — ସଦାଚାର— ନିୟମ — Rules of etiquette
- ଦେ. ବି (ସଂ. ମାନ୍ୟ) — ଗୁରୁଜନଙ୍କ ପ୍ରତି ବାଳକମାନଙ୍କର ପ୍ରଦର୍ଶିତ ସଂଭ୍ରମ — Respect shown to elders by youngsters