ମହୁ Mahu

  • ଦେ. ବି (ସଂ. ମଧୁ; ପ୍ରା. ମହୁ) — ମଧୁ — Honey
  • ଦେ. ବି (ସଂ. ମଧୁ; ପ୍ରା. ମହୁ) — [ଦ୍ର—ମଧୁ ତଳେ ଟୀକା ଦେଖ।]
  • ଦେ. ବି (ସଂ. ମଧୁ; ପ୍ରା. ମହୁ) — ପୁଷ୍ପର ମଧୁ; ମକରନ୍ଦ — The sweet juice found inside the flowers
  • ଦେ. ବି (ସଂ. ମଧୁ; ପ୍ରା. ମହୁ) — ମହୁମାଛି — Bee