ମହୁ ମାରିବା Mahu māribā
- ଦେ. କ୍ରି — ମହୁମାଛିମାନଙ୍କୁ ଫେଣାରୁ ବିତାଡ଼ିତ କରି ମଧୁଚକ୍ରରେ ମଧୁମକ୍ଷିକାଙ୍କ ସଞ୍ଚିତ ମଧୁକୁ ସଂଗ୍ରହ କରିବା — To gather honey from bee hives by scaring away the bees
- ଦେ. କ୍ରି — [ଦ୍ର—ଲୋକ ରାତିରେ ଧୂଆଁ ଆଦି ପ୍ରୟୋଗ କିର ମହୁଫେଣାରୁ ମହୁମାଛିମାନଙ୍କୁ ହୁରୁଡ଼ାଇ ଦିଅନ୍ତି ଓ ଉକ୍ତ ଫେଣାକୁ ଭାଙ୍ଗି ଆଣି ତହିଁରେ ଥିବା ମହୁଘରାମାନଙ୍କରୁ ମହୁ ନିଗାଡ଼ି ନିଅନ୍ତି ଓ ମହୁଘରାର କାନ୍ଥରେ ଥିବା ବସ୍ତୁକୁ ମହଣ କହନ୍ତି।]