ମହୀସାଇଁ Mahīsāiñ

  • ଦେ. ବି. (ସଂ. ମହୀସ୍ୱାମୀ) — ରାଜା; ମହୀପତି — King
  • ଦେ. ବି. (ସଂ. ମହୀସ୍ୱାମୀ) — [ଉ—ତପସ୍ୟା କଲେ ଲୋକ ହୁଏ ମହୀସାଇଁ— କୃଷ୍ଣସିଂହ ମହାଭାରତ. ବନ।]