ମହାଯମକ Mahāj̄maka

  • ସଂ. ବି — କାବ୍ୟାଦିରେ ବ୍ଯବହୃତ ଶବ୍ଦାଳଙ୍କାରବିଶେଷ — A figure of speech
  • ସଂ. ବି — [ଦ୍ର—ଯେଉଁ ଯମକରେ ଶ୍ଳୋକର ବା ପଦର ପ୍ରତ୍ୟେକ ଧାଡ଼ିର ଅକ୍ଷର ମାନଙ୍କରେ ବହୁବାର ସମାନତା ଥାଏ; କିନ୍ତୁ ଅର୍ଥ ପୃଥକ୍, ତାକୁ ମହାଯମକ ବୋଲାଯାଏ । ଯଥା—ତପର ତପନରେଶ ତ ପର ତପନ, ତପର ତପନ ତୁଳି. ତ ପର ତପନ— ଭଞ୍ଜ. ପ୍ରେମମଞ୍ଜରୀ । ସଂସ୍କୃତ କିରାତାର୍ଜନୀୟକାବ୍ୟର 15 ଶ ସର୍ଗ 52 ଶ୍ଳୋକରେ 4 ଧାଡ଼ିରେ ଅକ୍ଷରମାନ ଏକ, କିନ୍ତୁ ପ୍ରତ୍ୟେକ ଧାଡ଼ିର ଅର୍ଥ ବିଭିନ୍ନ ଅଟେ ।] — [ଦ୍ର—ଯେଉଁ ଯମକରେ ଶ୍ଳୋକର ବା ପଦର ପ୍ରତ୍ୟେକ ଧାଡ଼ିର ଅକ୍ଷର ମାନଙ୍କରେ ବହୁବାର ସମାନତା ଥାଏ; କିନ୍ତୁ ଅର୍ଥ ପୃଥକ୍, ତାକୁ ମହାଯମକ ବୋଲାଯାଏ ଯଥା—ତପର ତପନରେଶ ତ ପର ତପନ, ତପର ତପନ ତୁଳି. ତ ପର ତପନ— ଭଞ୍ଜ. ପ୍ରେମମଞ୍ଜରୀ ସଂସ୍କୃତ କିରାତାର୍ଜନୀୟକାବ୍ୟର15ଶ ସର୍ଗ52ଶ୍ଳୋକରେ4ଧାଡ଼ିରେ ଅକ୍ଷରମାନ ଏକ, କିନ୍ତୁ ପ୍ରତ୍ୟେକ ଧାଡ଼ିର ଅର୍ଥ ବିଭିନ୍ନ ଅଟେ ]