ମହାଯାତ୍ରା Sahāj̄ātrā
- ସଂ. ବି — ମହାପ୍ରସ୍ଥାନ (ଦେଖ) — Mahāprasthāna (See)
- ସଂ. ବି — ତୀର୍ଥ ମୃତ୍ୟୁ ଲଭିବା ପାଇଁ କାଶୀ ଯାତ୍ରା — A pilgrimage to Benares to die there (Apte)
- ଦେ. ବି. — ପାଣ୍ଡବମାନଙ୍କର ମହାପ୍ରସ୍ଥାନ— ବର୍ଣ୍ଣନାତ୍ମକ କବିବର ରାଧାନାଥଙ୍କର ଅସମ୍ପୂର୍ଣ୍ଣ ଓଡ଼ିଆ କାବ୍ଯବିଶେଷ — An incomplete poem in Oriya by Rādhānātha