ମହାମେଦା Mahāmedā
- ସଂ. ବି — ଔଷଧବିଶେଷ; ଏକ ପ୍ରକାର ଲତାର ମୂଳ (ଏହାର ଆକାର ଧଳା ଅଦା ପରି) — A kind of medicinal root
- ସଂ. ବି — [ଦ୍ର—ଏହା ମୋରଙ୍ଗ ଦେଶରେ ଜନ୍ମିବା କଥିତ। ଏହା ବର୍ତ୍ତମାନ ସହଜରେ ମିଳୁ ନ ଥିବାରୁ ଏଥିର ପରିବର୍ତ୍ତରେ ଅନନ୍ତମୂଳ ବା ଚେମିଡ଼ି ନଇ ମୂଳ ବ୍ୟବହାର କରିବାକୁ ବୈଦ୍ୟଶାସ୍ତ୍ରରେ ଉପଦେଶ ଅଛି । ଏହା ସ୍ୱାଦୁ, ଶୁକ୍ରଜନକ, ସ୍ତନ୍ଯବର୍ଦ୍ଧକ, କଫକାରକ, ପୁଷ୍ଟିକର, ଶୀତଳ ଓ ରକ୍ତପିତ୍ତ ଓ ବାତଜ୍ୱର ବିନାଶକ—ଦ୍ରବ୍ଯଗୁଣ।]