ମହାମେରୁ Mahāmeru
- ଦେ. ବିଣ — ମେରୁ ପର୍ବତ ପରି ବଡ଼ ଓ ଦୃଢ଼ — Gigantic and strong
- ଦେ. ବିଣ — (ଉ— ବୋଲନ୍ତି ମୋତେ ବିଶ୍ୱଗୁରୁ । ଯାର ମହିମା ମହା— ମେରୁ—ଜଗନ୍ନାଥ. ଭାଗବତ।)
- ଦେ. ବିଣ — ଅତିବଡ଼ — Very big
- ଦେ. ବିଣ — (ଉ—ଗଛ ମହାମେରୁ ପତର ସରୁ, ତା ଫଳଟି ବାଙ୍କିଆ ମେରୁ—ନାଆଁ ଦିଆ । ଉତ୍ତର= କୟାଁଗଛ ।
- ଦେ. ବି — ପର୍ବତବିଶେଷ — Name of a mountain
- ଦେ. ବି — (ଉ—ଉତ୍ତର ଦିଗରେ ଦିଶୁଅଛି ଯେଉଁ ଗିରି । ମହାମେରୁ ନାମଟି ଅଟଇ ତାହାରି— କୃଷ୍ଣସିଂହ. ମହାଭାରତ. ବନ।)
- ଦେ. ବି — ଏକପ୍ରକାର ଜଙ୍ଗଲୀ ବଡ଼ ଗଛ — A kind of wild big tree