ମହାନୀଳ Mahānīḻa

  • ସଂ. ବି — ସିଂହଳ ଦ୍ୱୀପଜାତ ନୀଳକାନ୍ତମଣି — A sapphire found in Ceylon
  • ସଂ. ବି — ନାଗ ବିଶେଷ — Name of a serpent
  • ସଂ. ବି — ଭୃଙ୍ଗରାଜ ପକ୍ଷୀ (ହି. ଶ) — The black drongo (bird)
  • ସଂ. ବି — ମେରୁ ପର୍ବତ ପାର୍ଶ୍ୱସ୍ଥ ପୌରାଣିକ ପର୍ବତ — Name of a mythlological mountain