ମହାନିଶା Mahāniṡā
- ସଂ. ବି (କର୍ମଧା) — ନିଶୀଥ; ଅର୍ଦ୍ଧରାତ୍ର; ରଜନୀର ମଧ୍ୟ ଭାଗ — Midnight; the dead of night
- ସଂ. ବି (କର୍ମଧା) — ରଜନୀର ମଧ୍ୟ ପ୍ରହରଦ୍ୱୟ — The middle portion of the night (from 9 p. m. to 3 a. m)
- ସଂ. ବି (କର୍ମଧା) — କଳ୍ପାନ୍ତ ବା ପ୍ରଳୟ ରାତ୍ରି — The night of the great dissolution of the universe