ମହାନୁଭାବ Mahānubhāba

  • ସଂ. ବି [କର୍ମଧା; ମହତ୍+ଅନୁଭ(ଭା)ବ=ପ୍ରଭାବ; ମହିମା) — ଅତ୍ୟନ୍ତ ପ୍ରଭାବ ବା ପ୍ରତାପ — Great power
  • ସଂ. ବିଣ. ପୁଂ (ବହୁବ୍ରୀହି) — ମହାମହିମ; ମହାପ୍ରଭାବଶାଳୀ — Mighty; high-spirited
  • ସଂ. ବିଣ. ପୁଂ (ବହୁବ୍ରୀହି) — ଉଦାରପ୍ରକୃତିକ; ମହାଶୟ, ମହାମନାଃ; ସଦାଶୟ — Noble-minded; magnanimous; very liberal-minded