ମହାନସ Mahānasa
- ସଂ. ବି (ମହତ+ଅନସ=ଅନ୍ନ+ସ୍ୱାର୍ଥେ. ଅ; ବହୁବ୍ରୀହି) — ରନ୍ଧନଗୃହ, ପାକଶାଳା — Cooking room; kitchen
- ସଂ. ବି (ମହତ+ଅନସ=ଅନ୍ନ+ସ୍ୱାର୍ଥେ. ଅ; ବହୁବ୍ରୀହି) — ଭାରୀ ଗାଡ଼ି — A heavy carriage
- ସଂ. ବି (ମହତ+ଅନସ=ଅନ୍ନ+ସ୍ୱାର୍ଥେ. ଅ; ବହୁବ୍ରୀହି) — ରନ୍ଧନପାତ୍ର — Cooking utensil