ମହାନିର୍ବାଣ Mahānirbāṇa

  • ସଂ. ବି — ଆତ୍ମାର ସମ୍ପୂର୍ଣ୍ଣ ନିର୍ବାଣ ବା ମୁକ୍ତି — Total extinction of the soul; final absorption of the human soul in the Supreme Soul
  • ସଂ. ବି — [ଦ୍ର—ବୌଦ୍ଧମାନେ ଏହାକୁ ପରିନିର୍ବାଣ କହନ୍ତି ।]