ମହା ସୁଖ Mahā sukha

  • ସଂ. ବି (କର୍ମଧା) — ଅତ୍ୟନ୍ତ ଆନନ୍ଦ; ମହା ଆନନ୍ଦ — Great pleasure or happiness; supreme felicity or bliss
  • ସଂ. ବି (କର୍ମଧା) — (ବହୁବ୍ରୀହି) ରତି; ରମଣ — Copulation
  • ସଂ. ବି (କର୍ମଧା) — ବୁଦ୍ଧତ୍ୱ ପ୍ରାପ୍ତ ବ୍ଯକ୍ତି — A Buddha (Apte)