ମହା ସୁଆର Mahā suāra

  • ଦେ. ବି (ସଂ. ମହାନ୍ ଓ ସୂପକାର) — ଦେବତାଙ୍କ ଓ ରାଜାଙ୍କ ଅନ୍ନାଦି ପାକ କରିବା ବ୍ରାହ୍ମଣ ସୂପକାର — A cook who cooks for king or a Deity