ମହା ସିଂହ Mahā siṁgha
- ସଂ. ବି — ପାର୍ବତୀ ବା ଦୁର୍ଗାଙ୍କର ବାହନ ସିଂହ — The lion that carries the Goddess Durgā on its back
- ସଂ. ବି — ଶରଭ — A fabulous animal
- ଦେ. ବି — ପଞ୍ଜାବର ରାଜା ରଣଜିତ୍ ସିଂହଙ୍କ ପିତା — Name of the father of Ranjeet Singh, the famous Sikh king of the Punjāb