ମହା ସ୍ୱନ Mahā swana

  • ସଂ. ବିଣ (ବହୁବ୍ରୀହି) — ମହା ଧ୍ୱନି ବିଶିଷ୍ଟ — Having great sound
  • ସଂ. ବି — ରଣ ବାଦ୍ୟ — War drum