ମହା ସ୍ନାନ Mahā snāna

  • ସଂ. ବି — ଦେବତାଙ୍କ ବିଗ୍ରହ କୌଣସି କାରଣରୁ ଅଶୁଦ୍ଧ ହେଲେ ତାହାଙ୍କର ଅନୁଷ୍ଠିତ ସ୍ନାନ — Bath given to a Deity when it becomes impure for some reason or other