ମସ୍ତ ବଡ଼ Masta baṟḍ̠a

  • ଦେ. ବିଣ — ଅତି ବୃହତ୍ — Very big; very very big
  • ଦେ. ବିଣ — (ଉ—ସେଠାରୁ ଦଶରଥ ମନ୍ତ୍ରୀମାନଙ୍କଦ୍ୱାରା ଗୋଟାଏ ମସ୍ତବଡ଼ ସଭା ଡକାଇଲେ। ନୀଳକଣ୍ଠ. ପିଲାଙ୍କ ରାମାୟଣ।)