ମସ୍ତ ହେବା Masta hebā

  • ଦେ. କ୍ରି. (ସଂ. ମତ୍ତ; ଆ. ମସ୍ତ୍) — ନିଜର ଆଚରଣଦ୍ୱାରା ମତ୍ତତା ପ୍ରକାଶ କରିବା; ମାତିବା — To show excitement by conduct; to act like a mad person