ମସ୍ତ Masta
- ସଂ. ବି. (ମସ୍. ଧାତୁ=ପରିମାଣ କରିବା+କର୍ତ୍ତୃ. ତ) — ମୁଣ୍ଡ — Head
- ଦେ. ବିଣ. (ସଂ. ମସ୍ତକ) — ବିଶାଳ; ପ୍ରକାଣ୍ଡ — Gigantic
- ଦେ. ବିଣ. (ସଂ. ମସ୍ତକ) — ଅତି ବୃହତ୍; ମହତ୍ — Very large or great; very big
- ବୈଦେ. ବିଣ. ପୁଂ. (ଆ. ମସ୍ତ; ତୁଳ. ସଂ. ମତ୍ତ) — ଉନ୍ମତ୍ତ; ମତ୍ତ; ନିଶାରେ ଚୂର — Intoxicated; excited; maddened
- ବୈଦେ. ବିଣ. ପୁଂ. (ଆ. ମସ୍ତ; ତୁଳ. ସଂ. ମତ୍ତ) — କାମୋନ୍ମତ୍ତ — Maddened with lust; excited by amour
- ବୈଦେ. ବିଣ. ପୁଂ. (ଆ. ମସ୍ତ; ତୁଳ. ସଂ. ମତ୍ତ) — ଗର୍ବୋନ୍ମତ୍ତ — Swollen with pride
- ବୈଦେ. ବି — ମତ୍ତତା — Excitement; madness; intoxication
- ଦେ. କ୍ରି. ବିଣ — ଅତ୍ୟନ୍ତ — Very